ବୃକ ଧୂପ Bṛuka dhūpa

  • ସଂ. ବି — ଝୁଣା — Resin
  • ସଂ. ବି — ନାନା ସୁଗନ୍ଧ ଦ୍ରବ୍ୟରେ ପ୍ରସ୍ତୁତ ଧୂପ — An incense made up of many fragrant articles
  • ସଂ. ବି — (ଉ— ବୃକ ଧୂପରେ ଧୂପିତ, ସେ ଓକ କଲେ ନିରତ, ଦ୍ରାକ୍ଷା ଅଶନରେ ହୋଇ ତୋଷ। ଭଞ୍ଜ, ବୈଦେହୀଶବିଳାସ।)