ବୁଲିଅନ Bulian

  • ବୈଦେ. ବି (ଇଂ. ବୁଲ୍ଲିଅନ୍) (ଟଙ୍କାଶାଳାର ପାରିଭାଷିକ ଶବ୍ଦ) — ମୁଦ୍ରାରେ ପରିବର୍ତ୍ତିତ ହେବା ପୂର୍ବରୁ ସୁନାର ବା ରୂପାର ମୁଣ୍ଡା; ଇଟାସୁନା ବା ରୂପା — Bullion