ବୁଲି ପଡ଼ିବା Buli paṟḍ̠ibā
- ଦେ. କ୍ରି — ଶୀଘ୍ର ପ୍ରତ୍ୟାବୃତ୍ତ ହେବା — To return soon
- ଦେ. କ୍ରି — ପଛକୁ ବା କଡ଼କୁ ମୁହଁ ବୁଲାଇବା — To turn one's face sidewards or backwards
- ଦେ. କ୍ରି — ଅଳ୍ପ— ସମୟ ପାଇଁ ଭ୍ରମଣ କରିବା — To take a short walk
- ଦେ. କ୍ରି — (କୂଅ) ଭୁଷୁଡ଼ିବା — (a well) To collapse
- ଦେ. କ୍ରି — (ଯଥା—ଆରବର୍ଷ ନୂଆ କୂଅ ଖୋଳା ହୋଇଥିଲା, ଏହି ଥରକ ବଡ଼ ବରଷାରେ କୂଅଟା ବୁଲି ପଡ଼ିଲା।)