ବୁଲେଇ ଦେବା Bulei debā
- ଦେ. କ୍ରି — (ମୁଣ୍ଡ) ଘୂର୍ଣ୍ଣିତ ହେବାର ଅନୁଭୂତି ହେବା — To reel; to have a sensation of reeling
- ଦେ. କ୍ରି — (ଯଥା—ମୋ ମୁଣ୍ଡ ବୁଲାଇ ହେଉଛି)
- ଦେ. କ୍ରି — (ଦେହ) ବମନାଦ୍ବେଗ ଅନୁଭବ କରିବା — To have a tendency to vomit
- ଦେ. କ୍ରି — [ଦ୍ର—ବୁଲାଇଦେବା କ୍ରିୟା ଭିନ୍ନ ଅର୍ଥରେ ମୁଣ୍ଡ ଶବ୍ଦପରେ ଓ ଦେହ ଶବ୍ଦ ପରେ ଲାଗେ—ମୁଣ୍ଡ ବୁଲାଇ ହେବା=ମୁଣ୍ଡ ଘୂରିଲାପରି ଅନୁଭୂତ ହେବା; ଦି(ଦେ)ହ ବୁଲାଇ ହେବା=ବାନ୍ତି ଦେଖାଇବା।]