ବୁକା Bukā

  • ପ୍ରାଦେ. (ସମ୍ବଲପୁର)ବି—(ସଂ. ବୁକ୍କ=ଛେଳି; ତୁଳ; ବଂ. ବୋକା ପାଁଠା) — ବୋଦା; ବଳି ଦିଆଯିବା ମେଣ୍ଢା ବା ଛେଳି — A goat or sheep sacrificed to a Goddess