ବୁକାଇବା Bukāibā

  • ଦେ. କ୍ରି — ଛାତିଦ୍ୱାରା ଠେସିବା — To push with one's breast
  • ଦେ. କ୍ରି — କୌଣସି ମନୁଷ୍ୟକୁ ବେଦମ କରିବା — To cause one to be tired
  • ଦେ. କ୍ରି — (ଯଥା—ଏ ବୋଝ ମତେ ବୁକେଇଲାଣି)
  • ଦେ. କ୍ରି — (ଜଳ) ମନୁଷ୍ୟର ଛାତି ପର୍ଯ୍ୟନ୍ତ ହେବା — (Water) To reach one's breast
  • ଦେ. କ୍ରି — ଆକଣ୍ଠ ଭୋଜନ କରିବା ପରେ (ଖାଦ୍ୟ) ଛାତି ପର୍ଯ୍ୟନ୍ତ ଭରିକି ହେବାପରି ଜଣାଯିବା — (food) To seem to rise one's breast (after an overfull meal)
  • ଦେ. କ୍ରି — କୌଣସି ଆଘାତକୁ ବା ଧକ୍କାକୁ ବା ଲହରୀକୁ ଛାତିଦ୍ୱାରା ସମ୍ଭାଳିବା — To breast a rushing wave or push
  • ଦେ. କ୍ରି — ଆଘାତ ଆଦିକୁ ସହିବାପାଇଁ ଛାତିକୁ ପତାଇବା — To keep oneself prepared by protruding one's breast for any coming blow
  • ଦେ. କ୍ରି — (ଲକ୍ଷଣାର୍ଥ) ବଳାଇବା; ନିଜର ଶକ୍ତିର ବା ସହନଶୀଳତାର ଅତିରିକ୍ତ ହେବା — (Figurative) To exceed the limit of one's power or endurance