ବୁକିଙ୍ଗ କ୍ଳାର୍କ Bukiṅg klārk

  • ବୈଦେ. ବି. (ଇଂ. ବୁକିଙ୍କ କ୍ଳର୍କ) — ରେଳଗାଡ଼ିରେ ବା ଜାହାଜରେ ବସିବା ଲୋକ ବା ବୋଝାଇ ମାଲ ପାଇଁ ମାସୁଲ ନେଇ ଟିକଟ ଦେବା କର୍ମଚାରୀ — Booking clerk