ବୁକିଙ୍ଗ୍ Bukiṅg

  • ବୈଦେ. (ଇଂ. ବୁକିଙ୍ଗ୍) ବି — ରେଳଗାଡ଼ିରେ ବା ଜାହାଜରେ ମନୁଷ୍ୟ ବା ଜିନିଷ ଯିବାପାଇଁ ଟିକଟ କିଣାଯିବା — Booking of tickets for a railway or steamer journey