ବୁକ Buka

  • ଦେ. ବି—(ଚୁମ୍ବନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ) — ବୋକ; ଚୁମ୍ବନ — Kissing; kiss
  • ଦେ. ବି—(ଚୁମ୍ବନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ) — (ଉ—ଆଉଁସିଲା କୁକୁର ମୁହଁରେ ବୁକ। ଢଗ।)
  • ଦେ. ବି—(ଚୁମ୍ବନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ) — (ସଂ. ବକ୍ଷଃ; ବୁକ୍କମ) ଛାତି; ହୃଦୟ; ବକ୍ଷସ୍ଥଳ — Breast
  • ଦେ. ବି—(ଚୁମ୍ବନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ) — ସାହସ — Courage
  • ଦେ. ବି—(ଚୁମ୍ବନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶବ୍ଦ; ଧ୍ୱନ୍ୟନୁକରଣ) — ସ୍ତ୍ରୀ ସ୍ତନ — Female breast