ବୀଥି Bīthi (thī)

  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) ଧାଡ଼ି; ପଂକ୍ତି — A row; line
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) (ଉ—ବଳବାନ ଖ୍ୟାତ ଅର୍ଥୀ, ବିବେକ ସଂଯାତ ତଥି, ବୀଥି ବୀଥି ବିଭ୍ରାଜିତ ଶିଳସେ। ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) ଉଭୟ ପାର୍ଶ୍ୱରେ ବୃକ୍ଷଥିବା ପଥ — A road on both sides of which trees are planted; avenue
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) (ଉ—ବହୁତ ଦିହୁଡ଼ି, ଅନ୍ଧାରଘଉଡ଼ି, ଶୁଭେ ମଣିମା ମଣିମା ସ୍ୱନ ସେ ବୀଥିରେ। ଭଞ୍ଜ. ବୈଦେହୀଶବିଳାସ।)
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) ଶ୍ରେଣୀବଦ୍ଧ ଦୋକାନ — 2. Shops arranged in rows
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) ଦୃଶ୍ୟକାବ୍ୟ ବିଶେଷ — A kind of drama
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) [ଦ୍ର—ବୀଥି ଦୃଶ୍ୟକାବ୍ୟର ବା ରୂପକ 27 ଭେଦରୁ ଏକତମ। ଏଥିରେ ଗୋଟିଏ ମାତ୍ର ଅଙ୍କ ଓ ଏକମାତ୍ର ନାୟକ ଥାଏ। ଏଥିରେ ଆକାଶଭାଷିତର ଓ ଶୃଙ୍ଗାର ରସର ଆଧିକ୍ୟ ଥାଏ। ପ୍ରାଚୀନକାଳରେ ଏହା ସ୍ୱତନ୍ତ୍ର କିମ୍ବା ଅନ୍ୟ ନାଟକ ସଙ୍ଗେ ଅଭିନୀତ ହେଉଥିଲା।] ସାହିତ୍ୟଦର୍ପଣ ମତରେ ବୀଥିର ଅଙ୍ଗ ପ୍ରହସନର ଅଙ୍ଗ ମଧ୍ୟ ହୋଇପାରେ—(ହି. ଶ)।] — [ଦ୍ର—ବୀଥି ଦୃଶ୍ୟକାବ୍ୟର ବା ରୂପକ27ଭେଦରୁ ଏକତମ ଏଥିରେ ଗୋଟିଏ ମାତ୍ର ଅଙ୍କ ଓ ଏକମାତ୍ର ନାୟକ ଥାଏ ଏଥିରେ ଆକାଶଭାଷିତର ଓ ଶୃଙ୍ଗାର ରସର ଆଧିକ୍ୟ ଥାଏ ପ୍ରାଚୀନକାଳରେ ଏହା ସ୍ୱତନ୍ତ୍ର କିମ୍ବା ଅନ୍ୟ ନାଟକ ସଙ୍ଗେ ଅଭିନୀତ ହେଉଥିଲା] ସାହିତ୍ୟଦର୍ପଣ ମତରେ ବୀଥିର ଅଙ୍ଗ ପ୍ରହସନର ଅଙ୍ଗ ମଧ୍ୟ ହୋଇପାରେ—(ହି. ଶ)]
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) ଆକାଶରେ ରବିର୍ମାଗ (ହି. ଶ) — The sun orbit
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) ଆକାଶରେ ନକ୍ଷତ୍ରମାନଙ୍କ ଅବସ୍ଥିତିର ବିଶିଷ୍ଟ ଅଂଶମାନ, ଯାହା ସଡ଼କ— ପରି କଳ୍ପିତ ହୋଇଅଛି — Particular portions of the sky which have been compared to roads
  • ସଂ. ବି—(ବିଥ୍ ଧାତୁ= ଯାଚଞା କରିବା+କର୍ମ. ଇ, ଈ) [ଦ୍ର—ଯଥା ନାଗବୀଥୀ, ଗଜବୀଥୀ, ଐରାବତବୀଥୀ, ଗୋବୀଥୀ, ମୃଗବୀଥୀ; ଆକାଶରେ ଉତ୍ତର, ମଧ୍ୟ ଓ ଦକ୍ଷିଣରେ କ୍ରମଶଃ ଐରାବତ, କରଦ୍ଗଦ ଓ ବୈଶ୍ୱାନର, 3 ଟି ସ୍ଥାନରେ ପ୍ରତ୍ୟେକରେ 3 ଟି ଲେଖାଏଁ ବୀଥୀ କଳ୍ପିତ ହୋଇଅଛି। ଅତଏବ ମୋଟ 9 ଟି ବୀଥୀରେ 27 ଟି ନକ୍ଷତ୍ର କଳ୍ପିତ ହୋଇ ଅଛି। ଅତଏବ ପ୍ରତ୍ୟେକ ବୀଥୀରେ 3 ଟି ଲେଖାଏଁ ନକ୍ଷତ୍ର ଅବସ୍ଥିତ—ହି. ଶ.।] — [ଦ୍ର—ଯଥା ନାଗବୀଥୀ, ଗଜବୀଥୀ, ଐରାବତବୀଥୀ, ଗୋବୀଥୀ, ମୃଗବୀଥୀ; ଆକାଶରେ ଉତ୍ତର, ମଧ୍ୟ ଓ ଦକ୍ଷିଣରେ କ୍ରମଶଃ ଐରାବତ, କରଦ୍ଗଦ ଓ ବୈଶ୍ୱାନର,3ଟି ସ୍ଥାନରେ ପ୍ରତ୍ୟେକରେ3ଟି ଲେଖାଏଁ ବୀଥୀ କଳ୍ପିତ ହୋଇଅଛି ଅତଏବ ମୋଟ9ଟି ବୀଥୀରେ27ଟି ନକ୍ଷତ୍ର କଳ୍ପିତ ହୋଇ ଅଛି ଅତଏବ ପ୍ରତ୍ୟେକ ବୀଥୀରେ3ଟି ଲେଖାଏଁ ନକ୍ଷତ୍ର ଅବସ୍ଥିତ—ହି. ଶ.]
  • ଦେ. ବି — ଯୂଥ; ଦଳ — Flock
  • ଦେ. ବି — (ଉ—ବୀଥିର ଚିତ୍ତତୃଷାର୍ତ୍ତୀ। ଯେତେ ସାରଙ୍ଗ, ବୀଥୀ ବୀଥୀ ହୋଇ କଲେ ନିକଟେ ରଙ୍ଗ। ଭଞ୍ଜ ବୈଦେହୀଶବିଳାସ।)