ବୀତି ହୋତ୍ର Bīti hotra
- ସଂ. ବି—(ବୀତି=ଭୋଜନ+ହୁ ଧାତୁ=ହୋମ କରିବା+ଅଧିକରଣ. ତ୍ର; କିମ୍ବା ହୈ ଧାତି= ଆହ୍ୱାନ କରିବା+କର୍ମ. ତ୍ର; ଆହୁତି ଓ ଯଜ୍ଞଦ୍ୱାରା ଯେଉଁଠାକୁ ଦେବତାମାନେ ହବ୍ୟ ଆଦି ଭୋଜନ କରିବା ପାଇଁ ଆହୂତି ହୁଅନ୍ତି) — ଅଗ୍ନି — Fire
- ସଂ. ବି—(ବୀତି=ଭୋଜନ+ହୁ ଧାତୁ=ହୋମ କରିବା+ଅଧିକରଣ. ତ୍ର; କିମ୍ବା ହୈ ଧାତି= ଆହ୍ୱାନ କରିବା+କର୍ମ. ତ୍ର; ଆହୁତି ଓ ଯଜ୍ଞଦ୍ୱାରା ଯେଉଁଠାକୁ ଦେବତାମାନେ ହବ୍ୟ ଆଦି ଭୋଜନ କରିବା ପାଇଁ ଆହୂତି ହୁଅନ୍ତି) — ସୂର୍ଯ୍ୟ — The sun
- ସଂ. ବି—(ବୀତି=ଭୋଜନ+ହୁ ଧାତୁ=ହୋମ କରିବା+ଅଧିକରଣ. ତ୍ର; କିମ୍ବା ହୈ ଧାତି= ଆହ୍ୱାନ କରିବା+କର୍ମ. ତ୍ର; ଆହୁତି ଓ ଯଜ୍ଞଦ୍ୱାରା ଯେଉଁଠାକୁ ଦେବତାମାନେ ହବ୍ୟ ଆଦି ଭୋଜନ କରିବା ପାଇଁ ଆହୂତି ହୁଅନ୍ତି) — (+କର୍ତ୍ତୃ. ତ) ଯଜ୍ଞକାରୀ ବ୍ୟକ୍ତି (ହି. ଶ) — The perfomer of a vedic sacrifice
- ସଂ. ବି—(ବୀତି=ଭୋଜନ+ହୁ ଧାତୁ=ହୋମ କରିବା+ଅଧିକରଣ. ତ୍ର; କିମ୍ବା ହୈ ଧାତି= ଆହ୍ୱାନ କରିବା+କର୍ମ. ତ୍ର; ଆହୁତି ଓ ଯଜ୍ଞଦ୍ୱାରା ଯେଉଁଠାକୁ ଦେବତାମାନେ ହବ୍ୟ ଆଦି ଭୋଜନ କରିବା ପାଇଁ ଆହୂତି ହୁଅନ୍ତି) — ରାଜା ପ୍ରିୟବ୍ରତଙ୍କ ପୁତ୍ର — Name of the son of Raja Priyabrata
- ସଂ. ବି—(ବୀତି=ଭୋଜନ+ହୁ ଧାତୁ=ହୋମ କରିବା+ଅଧିକରଣ. ତ୍ର; କିମ୍ବା ହୈ ଧାତି= ଆହ୍ୱାନ କରିବା+କର୍ମ. ତ୍ର; ଆହୁତି ଓ ଯଜ୍ଞଦ୍ୱାରା ଯେଉଁଠାକୁ ଦେବତାମାନେ ହବ୍ୟ ଆଦି ଭୋଜନ କରିବା ପାଇଁ ଆହୂତି ହୁଅନ୍ତି) — ହୈହୟବଂଶୀୟ ଏକ ରାଜା — Name of a king of the Ha̲i̱haya dynasty