ବୀନାହ Bīnāha

  • ସଂ. ବି (ବି+ନହ୍ ଧାତୁ=ବନ୍ଧନ କରିବା+କରଣ ଅ ବିକଳ୍ପେ ବିନାହ) — କୂପର ମୁଖବନ୍ଧନ — A frame put on the mouth of a well
  • ସଂ. ବି (ବି+ନହ୍ ଧାତୁ=ବନ୍ଧନ କରିବା+କରଣ ଅ ବିକଳ୍ପେ ବିନାହ) — କୂଅର ଘୋଡ଼ାନନ୍ଦ — The broad mouth- piece ring of a well