ବୀଥିରେ Bīthire

  • ଦେ. କ୍ରି. ବିଣ — ଅଧୀରେ; ଅସ୍ଥିର ହୋଇ — Restlessly
  • ଦେ. କ୍ରି. ବିଣ — [ବିଥିରେ ଶ୍ୟାମଳ କମଳବାସୀ, ବୀଥୀରେ ଦେଖିବା ଅଯୋଧ୍ୟାବାସୀ।
  • ଦେ. କ୍ରି. ବିଣ — ଭଞ୍ଜ. ବୈଦେହୀଶବିଳାସ।]