ବୀତସ୍ପୃହ Bītaspṛuha

  • ସଂ. ବିଣ. ପୁଂ—(ବହୁବ୍ରୀହି; ବୀତ+ସ୍ପୃହା) — ନିଷ୍ପୃହ; ସ୍ପୃହାଶୂନ୍ଯ — Free from eagerness
  • ସଂ. ବିଣ. ପୁଂ—(ବହୁବ୍ରୀହି; ବୀତ+ସ୍ପୃହା) — ବିରାଗଯୁକ୍ତ — Indifferent
  • ସଂ. ବିଣ. ପୁଂ—(ବହୁବ୍ରୀହି; ବୀତ+ସ୍ପୃହା) — ନିରସ୍ତ — Discouraged; desisted