ବିଷକ୍ତ Bishakta

  • ସଂ. ବିଣ. (ବି+ସନ୍ଜ ଧାତୁ=ଆଲିଙ୍ଗନ କରିବା; ଲାଗିବା+ କର୍ତ୍ତୃ. ତ; ଷତ୍ୱ ବିଧାନ) — ଆସକ୍ତ — Addicted to
  • ସଂ. ବିଣ. (ବି+ସନ୍ଜ ଧାତୁ=ଆଲିଙ୍ଗନ କରିବା; ଲାଗିବା+ କର୍ତ୍ତୃ. ତ; ଷତ୍ୱ ବିଧାନ) — ସଂଲଗ୍ନ — Attached