ବିଷଘ୍ନୀ Bishaghnī

  • ସଂ. ବିଣ. ସ୍ତ୍ରୀ—(ବିଷ+ହନ୍ ଧାତୁ=ବଧ କରିବା+ କର୍ତ୍ତୃ. ଅ+ସ୍ତ୍ରୀ. ଈ)—(ବିଷଘ୍ନ+ଈ) — ବିଷଘ୍ନର ସ୍ତ୍ରୀ ଲିଙ୍ଗ — Feminine of bishaghna
  • ସଂ. ବି — ହିଳମୋଚିକା; ହିଡ଼ମିଚି ଶାଗ — A kind of aquatic potherb
  • ସଂ. ବି — ହରିଦ୍ରା; ହଳଦୀ — Turmeric
  • ସଂ. ବି — ରକ୍ତ ପୁନର୍ନବା; ନାଲିପୁରୁଣୀ — The red variety of hogweed
  • ସଂ. ବି — ବୃଶ୍ଚି— କାଳୀ; ବିଛୁଆତି ଗୁଳ୍ମ — The stinging nettle
  • ସଂ. ବି — ମହାକାଳ; ଇନ୍ଦ୍ରବାରୁଣୀ; ପାଞ୍ଚକୋଡ଼ମେଇଲତା — Colocynth
  • ସଂ. ବି — ମହାକରଞ୍ଜ ଗଛ — A large species of Karan̄ja tree
  • ସଂ. ବି — ଭୁଇଁ ଅଅଁଳା (ହି. ଶ.) (ଦେଖ) — Bhuiñ a-añḻā (See)
  • ସଂ. ବି — ବନ ତୁଳସୀ (ହି. ଶ.) — The wild basil plant
  • ସଂ. ବି — ଦେବଦାଳୀ (ହି. ଶ.) (ଦେଖ) — Debadāḻī (See)
  • ସଂ. ବି — କାଠିଆ କଦଳୀ (ହି. ଶ.) — A variety of plantain used in curry
  • ସଂ. ବି — ଧଳା ଅପାମାର୍ଗ (ହି. ଶ.) — The white variety of Apāmārga