ବିଷ ଶୋଧନ Bisha ṡodhana
- ସଂ. ବି—( 6 ଷ୍ଠୀ ତତ୍; ବିଷ+ଶୋଧନ) — ଆୟୂର୍ବେଦୋକ୍ତ ବିଧିରେ ବିଷ ଘଟିତ ବସ୍ତୁକୁ କୌଣସି ଔଷଧ ସଙ୍ଗେ ମିଶାଇବା ପୂର୍ବରୁ ତାକୁ ଗୋମୂତ୍ର ଆଦିରେ ସିଝାଇ ଉକ୍ତ ବିଷର ଉତ୍କଟତା ନିବାରଣ ପ୍ରକ୍ରିୟା — The rectification or purification of poison by processes enjoined in the Āyurbeda