ବିଷଘାତୀ Bishaghātī
- ସଂ. ବିଣ. (ବିଷ+ହନ୍ ଧାତୁ+କର୍ତ୍ତୃ. ଇନ୍=ବିଷଘାତିନ୍ 1 ମା. 1 ବି.) — ବିଷନାଶକ; ଯାହା ବିଷର କ୍ରିୟାକୁ ନାଶକରେ — Antidotal; serving as an antidote
- ସଂ. ବି — ଚମ୍ପକ ଗଛ — The Champka tree
- ସଂ. ବି — ଶିରୀଷ ଗଛ — The Ṡirīsha tree
- ସଂ. ବି — ଭାଲିଆ (ହି. ଶ.) — Marking nut
- ସଂ. ବି — ଭୁକଦମ୍ବ ହି. ଶ. (ଦେଖ) — Bhukadamba (See)
- ସଂ. ବି — ଗନ୍ଧତୁଳସୀ ହି. ଶ. (ଦେଖ) — Gandhatuḻasī (See)