ବିଷକ୍ରିୟା Bishakriyā

  • ସଂ. ବି. ( 6 ଷ୍ଠୀ ତତ୍; ବିଷ+କ୍ରିୟା) — ଜୀବ ବା ବୃକ୍ଷାଦିର ଦେହରେ ବିଷର କାର୍ଯ୍ୟ — The action of poison on the body of an animal or vegetable