ବିଶ୍ଳଥ Biṡḻatha
- ସଂ. ବି—(ବି+ ଶ୍ଳଥ୍ ଧାତୁ= ଶିଥିଳ ହେବା+କର୍ତ୍ତୃ. ଅ) — ହୁଗୁଳା; ଢିଲା — Loose; slack
- ସଂ. ବି—(ବି+ ଶ୍ଳଥ୍ ଧାତୁ= ଶିଥିଳ ହେବା+କର୍ତ୍ତୃ. ଅ) — ଶିଥିଳୀକୃତ — Slackened
- ସଂ. ବି—(ବି+ ଶ୍ଳଥ୍ ଧାତୁ= ଶିଥିଳ ହେବା+କର୍ତ୍ତୃ. ଅ) — [ଉ—ବିଶ୍ଳଥ ହୋଇଛିରେ, ବାସ ପିନ୍ଧି ଥାଉ ପରା କାଛି—କବିସୂର୍ଯ୍ୟ— କିଶୋରୀ ଚମ୍ପୂ ବ ଗୀତ]
- ସଂ. ବି—(ବି+ ଶ୍ଳଥ୍ ଧାତୁ= ଶିଥିଳ ହେବା+କର୍ତ୍ତୃ. ଅ) — ଲୁଳିତ (ଚର୍ମ) — Wrinkled (skin)