ବିଶ୍ଳେଷ Biṡḻesha

  • ସଂ. ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ. ଅ) — ବିଚ୍ଛେଦ; ବିଯୋଗ — Separation; disjunction
  • ସଂ. ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ. ଅ) — ପ୍ରକାଶ; ବିକାଶ — Expansion; manifestation
  • ସଂ. ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ. ଅ) — ଶୈଥିଲ୍ୟ — Slackness; relaxation; dilatoriness
  • ସଂ. ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ. ଅ) — ବିଭାଗ; ବସ୍ତୁର ବିଭିନ୍ନ ଉପାଦାନମାନଙ୍କର ପୃଥଗ୍ଭାବ — Analysis
  • ସଂ. ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ. ଅ) — ବିରାଗ — Disgust; dis- relish; apathy; unconcern