ବିଶ୍ରୁତ Biṡruta
- ସଂ. ବିଣ—(ବି+ଶ୍ରୁ ଧାତୁ= ଶୁଣିବା+କର୍ମ. ତ) — ବିଖ୍ୟାତ; ପ୍ରସିଦ୍ଧ — Famous; famed; celebrated
- ସଂ. ବିଣ—(ବି+ଶ୍ରୁ ଧାତୁ= ଶୁଣିବା+କର୍ମ. ତ) — ଧ୍ୱନିତ — Sounded; resounded
- ସଂ. ବିଣ—(ବି+ଶ୍ରୁ ଧାତୁ= ଶୁଣିବା+କର୍ମ. ତ) — ଜ୍ଞାତ — Known
- ସଂ. ବିଣ—(ବି+ଶ୍ରୁ ଧାତୁ= ଶୁଣିବା+କର୍ମ. ତ) — ଦୁଷ୍ଟ — Gladdened; merry