ବିଶ୍ଳେଷଣ Biṡḻeshaṇa

  • ସଂ. ବି—(ବି+ଶ୍ଳିଷ୍ ଧାତୁ= ସଂଯୁକ୍ତ ହେବା+ଭାବ ଅନ) କୌଣସି ଯୌଗିକ ପଦାର୍ଥର ଭିନ୍ନ ଭିନ୍ନ ଉପାଦାନର ପୃଥକ୍କରଣ — Analysis of the different components of a compound