ବିଶ୍ରୀ Biṡrī
- ସଂ. ବିଣ—(ବହୁବ୍ରିହୀ; ବି=ନାହିଁ+ଶ୍ରୀ=ଶୋଭା) — ଶ୍ରୀହୀନ, ଶ୍ରୀଭ୍ରଷ୍ଟ; ହତଶ୍ରୀ — Shorn of beauty
- ସଂ. ବିଣ—(ବହୁବ୍ରିହୀ; ବି=ନାହିଁ+ଶ୍ରୀ=ଶୋଭା) — କୁତ୍ସିତ — Depraved; ugly
- ସଂ. ବିଣ—(ବହୁବ୍ରିହୀ; ବି=ନାହିଁ+ଶ୍ରୀ=ଶୋଭା) — କଦାକାର; ଅସୁନ୍ଦର; ପରପଞ୍ଚ; କୁରୂପ — Deformed
- ସଂ. ବିଣ—(ବହୁବ୍ରିହୀ; ବି=ନାହିଁ+ଶ୍ରୀ=ଶୋଭା) — ଅତି— ନୀଚ — Very low; mean
- ସଂ. ବିଣ—(ବହୁବ୍ରିହୀ; ବି=ନାହିଁ+ଶ୍ରୀ=ଶୋଭା) — ହତଭାଗ୍ୟ — Unfortunate; ill fated; luckless