ବିଶେଷଣ Biṡeshaṇa
- ସଂ. ବି—(ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ) — ପ୍ରଭେଦକାରକ ଗୁଣ ବା କ୍ରିୟା — A distinguishing quality or act; attribute; predicate
- ସଂ. ବି—(ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ) — ବିଶିଷ୍ଟ ଚିହ୍ନ — 2. A characteristic sign or mark
- ସଂ. ବି—(ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ) — [ଉ—ସେ ହରି ଆତ୍ମଜ୍ଞାନୁ ଘେନ, ତହିଁଟି ନାହିଁ ବିଶେଷଣ। ଜଗନ୍ନାଥ ଭାଗବତ।]
- ସଂ. ବି—(ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ) — ଉପାଧି — Title
- ସଂ. ବି—(ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ) — (ବ୍ୟାକରଣ) ବିଶେଷ୍ୟର ଗୁଣ ବା ଅବସ୍ଥା ପ୍ରକାଶକ ପଦ — (grammar) An adjective
- ସଂ. ବି—(ବି=ସମ୍ୟକ୍+ଶିଷ୍ ଧାତୁ=ବୋଧ କରିବା+ କରଣ. ଅନ) — [ଦ୍ର—ବିଶେଷଣ 3 ପ୍ରକାର ଯଥା— ( 1 ) ବିଶେଷ୍ୟର ବିଶେଷଣ ଯଥା—ମିଷ୍ଟ ଫଳ, ( 2 ) ବିଶେଷଣର ବିଶେଷଣ ଯଥା—ପରମ ଧାର୍ମିକ, ( 3 ) କ୍ରିୟାର ବିଶେଷଣ ଯଥା—ଶୀଘ୍ର ଯାଉଅଛି।] — [ଦ୍ର—ବିଶେଷଣ3ପ୍ରକାର ଯଥା— (1) ବିଶେଷ୍ୟର ବିଶେଷଣ ଯଥା—ମିଷ୍ଟ ଫଳ, (2) ବିଶେଷଣର ବିଶେଷଣ ଯଥା—ପରମ ଧାର୍ମିକ, (3) କ୍ରିୟାର ବିଶେଷଣ ଯଥା—ଶୀଘ୍ର ଯାଉଅଛି]