ବିଶେଷ ବିଧି Biṡesha bidhi

  • ସଂ. ବି (ବିଶେଷ+ବିଧି) — ସାଧାରଣ ବିଧାନର ଅପବାଦକ ବିଧାନ; କୌଣସି ନିର୍ଦ୍ଦିଷ୍ଟ ବିଷୟ ନିମନ୍ତେ ରଚିତ ସ୍ୱତନ୍ତ୍ର ବିଧି — Special rule; a rule which qualifies or does not follow a general rule