ବିଶେଷ ଭାବରେ Biṡesha bhābare

  • ଦେ. କ୍ରି. ବିଣ — ସୂକ୍ଷ୍ମ ଭାବରେ; ତନ୍ନ ତନ୍ନ କରି — Minutely
  • ଦେ. କ୍ରି. ବିଣ — ବିଶିଷ୍ଟ ରୂପରେ — Particularly
  • ଦେ. କ୍ରି. ବିଣ — ବେଶି ପରିମାଣରେ — Greatly; largely
  • ଦେ. କ୍ରି. ବିଣ — ଅତିରିକ୍ତ ପରିମାଣରେ — Excessively