ବିଶେଷିତ Biṡeshita

  • ସଂ. ବିଣ (ବିଶେଷ=ପ୍ରଭେଦ+ଜାତାର୍ଥେ. ଇତ, ବା ବି+ ଶିଷ୍ ଧାତୁ, ଣିଜନ୍ତ, ଶେଷି ଧାତୁ+କର୍ମ. ତ) — ଭେଦ କୃତ — Distinguished
  • ସଂ. ବିଣ (ବିଶେଷ=ପ୍ରଭେଦ+ଜାତାର୍ଥେ. ଇତ, ବା ବି+ ଶିଷ୍ ଧାତୁ, ଣିଜନ୍ତ, ଶେଷି ଧାତୁ+କର୍ମ. ତ) — ଚିହ୍ନିତ — Marked
  • ଦେ. ବିଣ — ବିଶେଷ; ଅତିଶୟ — Very much
  • ଦେ. ବିଣ — [ଉ—ବଳ୍କଳ ତିଳର ଯଥା ଉଶ୍ୱାସେ ରହିଲା, ବିଶେଷିତ ଅଦ୍ଭୁତ ଏ ସେ ସମାନେ ହେଲା— ଭଞ୍ଜ. ବୈଦେହୀଶବିଳାସ ।]