ବିଶେଷି Biṡeshi
- ଦେ. କ୍ରି. ବିଣ (ପଦ୍ୟ) (ବିଶେଷିବା କ୍ରିୟାର ଅସମାପିକାରୂପ; କ୍ରି. ବିଣ ରୂପେ ବ୍ୟବହୃତ) — ବିଶିଷ୍ଟ ଭାବରେ; ବିଶଦ ଭାବରେ — In detail; clearly
- ଦେ. କ୍ରି. ବିଣ (ପଦ୍ୟ) (ବିଶେଷିବା କ୍ରିୟାର ଅସମାପିକାରୂପ; କ୍ରି. ବିଣ ରୂପେ ବ୍ୟବହୃତ) — [ଉ— ଯାହା ଦେଖି ତୁମ୍ଭେ ଯାଉଛ ମହରଷି, କହିବ ନିଶ୍ଚେ ଏହା ତାହାକୁ ବିଶେଷି । କୃଷ୍ଣସିଂହ. ମହାଭାରତ ଆଦି ।]