ବିଶେଷ୍ୟ Biṡeshya
- ସଂ. ବି (ବି+ଶିଷ୍ ଧାତୁ=ସମକ୍ରୂପେ ବୋଧ କରିବା+ କର୍ମ. ଯ) — (ବ୍ୟାକରଣ) ଧର୍ମୀ; ଯେଉଁ ପଦଦ୍ୱାରା କୌଣସି ବ୍ୟକ୍ତିର ବା ବସ୍ତୁର ବା ସ୍ଥାନର ବୋଧ ଜନ୍ମେ — (Grammar) Noun; a substantive; name of any person, place or thing
- ସଂ. ବି (ବି+ଶିଷ୍ ଧାତୁ=ସମକ୍ରୂପେ ବୋଧ କରିବା+ କର୍ମ. ଯ) — [ଦ୍ର—ବସ୍ତୁ, ବ୍ୟକ୍ତି, ଜାତି, ଗୁଣ ଓ କ୍ରିୟାଭେଦରେ ବିଶେଷ୍ୟ ପାଞ୍ଚ ପ୍ରକାର ।]
- ସଂ. ବି (ବି+ଶିଷ୍ ଧାତୁ=ସମକ୍ରୂପେ ବୋଧ କରିବା+ କର୍ମ. ଯ) — ଆଦି କାରଣ — The primary cause
- ସଂ. ବିଣ — ବିଶିଷ୍ଟ ଗୁଣାଦିଦ୍ୱାରା ପ୍ରଭେଦନୀୟ — Distinguishable by particular qualities
- ସଂ. ବିଣ — ଅବିଚ୍ଛେଦ୍ୟ — Limited
- ସଂ. ବିଣ — ପ୍ରଧାନ — Chief; principal
- ସଂ. ବିଣ — ଆଦିମ; ଆଦି — Prior; primary
- ସଂ. ବିଣ — ଶ୍ରେଷ୍ଠ; ଉତ୍କୃଷ୍ଟ — Excellent; superior