ବିଶଲ୍ୟା Biṡslyā

  • ସଂ. ବିଣ. ସ୍ତ୍ରୀ—(ବିଶଲ୍ୟ+ସ୍ତ୍ରୀ. ଆ) — ଗର୍ଭବେଦନାରୁ ମୁକ୍ତ (ସ୍ତ୍ରୀ) — (a woman) Delivered from travail
  • ସଂ. ବି — ଗୁଳଞ୍ଚ ଲତା (ଦେଖ) — Guḻan̄cha creeper (See)
  • ସଂ. ବି — ଅଗ୍ନିଶିଖା ବୃକ୍ଷ — Gloriosa Superba (tree)
  • ସଂ. ବି — ଦନ୍ତୀ (ବୃକ୍ଷ) (ଦେଖ) — Danti (tree) (See)
  • ସଂ. ବି — ଅଜ— ମୋଦା — Carum Roxburghillm