ବିଶଲ୍ୟକୃତ୍ Biṡalya kṛut

  • ସଂ. ବିଣ.—(ବିଶଲ୍ୟ+କୃ ଧାତୁ+କର୍ତ୍ତୃ. କ୍ୱିପ୍) — ଯାତନା ମୁକ୍ତ — Freed from pain
  • ସଂ. ବିଣ.—(ବିଶଲ୍ୟ+କୃ ଧାତୁ+କର୍ତ୍ତୃ. କ୍ୱିପ୍) — ଯାତନାନାଶକ — Alleviating pain
  • ସଂ. ବିଣ.—(ବିଶଲ୍ୟ+କୃ ଧାତୁ+କର୍ତ୍ତୃ. କ୍ୱିପ୍) — ଯାହା ଦେହରେ ପ୍ରବିଷ୍ଟ ଶରକୁ କାଢ଼ି ପାରେ — Having the powers of extracting an arrow which has penetrated into the body
  • ସଂ. ବି — ବିଶଲ୍ୟକରଣୀ ( 3 ) (ଦେଖ) କ୍ଷତ ଓ ବେଦନା ନାଶକ ଲତାବିଶେଷ — ବିଶଲ୍ୟକରଣୀ (3) (ଦେଖ) କ୍ଷତ ଓ ବେଦନା ନାଶକ ଲତାବିଶେଷ—Echites Dichotoma; Vallerius Heynei (Kirtikar); a kind of herbarious creeper