ବିଶଲ୍ୟ Biṡalya

  • ସଂ. ବିଣ. ପୁଂ (ବହୁବୀହି; ବି=ନାହିଁ+ଶଲ୍ୟ=ଶେଳ) — ଶଲ୍ୟରହିତ; ଶଙ୍କୁରହିତ; ଯାହା ହେତୁରୁ ବିଦ୍ଧ ଶର କଢ଼ା ଯାଇଅଛି — Having an arrow extracted from the body
  • ସଂ. ବିଣ. ପୁଂ (ବହୁବୀହି; ବି=ନାହିଁ+ଶଲ୍ୟ=ଶେଳ) — ଯାତନା ଶୂନ୍ଯ — Free from agony or pain
  • ସଂ. ବିଣ. ପୁଂ (ବହୁବୀହି; ବି=ନାହିଁ+ଶଲ୍ୟ=ଶେଳ) — ଚିନ୍ତାମୁକ୍ତ — Relieved from anxiety
  • ଦେ. ବି — ବିଷହର ଔଷଧ — An antidote against poison
  • ଦେ. ବି — (ଉ—ବିଶଲ୍ୟକୁ କରିବା ରାମ ଭାଷି, ବଇକୁଣ୍ଠକୁ ମୋତେ ବାଟ ଦିଶି। ଭଞ୍ଜ. ବୈଦେହୀଶବିଳାସ।)
  • ଦେ. ବିଣ — ବିଷହାରୀ — Freeing from the effects of poisoning; preventive of poisoning
  • ଦେ. ବିଣ — (ଉ—ବିଶଲ୍ୟ ରାମା ପ୍ରାପତେ ହବିଷ। ଭଞ୍ଜ, ବୈଦବୈଦେହୀଶବିଳାସ।େହୀଶ— ବିଳାସ।)