ବିରାଜ Birāja

  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — ପ୍ରକାଶ — Manifestation
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — ଶୋଭା; ସୌନ୍ଦର୍ଯ୍ଯ — Beauty (Apte)
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — ଦୀପ୍ତି — Lustre
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — ଦର୍ଶନ ଯୋଗ୍ୟ ବସ୍ତୁ — An object worth seeing
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — (+କର୍ତ୍ତୃ. କ୍ୱିପ୍; ଅ) କ୍ଷତ୍ରିୟ — A member of the Kshatriya caste (Apte)
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — ବ୍ରହ୍ମାଙ୍କ ପ୍ରଥମ ପୁତ୍ର — The first progeny of Brahmā (Apte)
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — ଶରୀର; ଦେହ — The body (Apte)
  • ସଂ. ବି (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ) — (ନ୍ଯାୟ ଦର୍ଶନ) ଦେହ ଉପରେ ଅଧିକାରୀ ବୃଦ୍ଧି — (Nyāya philosophy) Intellect which rules over the aggregate of bodies (Apte)
  • ସଂ. ବିଣ — ଉଜ୍ଜଳ — 1. Shining; brilliant
  • ଦେ. ବିଣ — ପ୍ରକାଣ୍ଡ; ବିରାଟ — Gigantic; huge
  • ଦେ. ବିଣ — (ଉ—ବିରାଜ ରୂପ ଯାହାର ପୁଣି, ଦ୍ୱିଜ ଚକ୍ର ଯା ଦର୍ଶନ ଗୁଣି, ଆତ୍ମ ଭୂପର ସଂସାରେ ଭଣି, କି ଶୁଭ୍ର କୀର୍ତ୍ତି ଯେ। ଭଞ୍ଜ, ବୈଦେହୀଶବିଳାସ।)
  • ଦେ. ବିଣ — ବିରାଜିତ; ଶୋଭିତ — Shining