ବିରହୋତ୍କଣ୍ଠା Birahotkaṇṭhā

  • ସଂ. ବି—( 5 ମୀ ତତ୍; ବିରହ+ଉତ୍କଣ୍ଠା) — ପ୍ରିୟଜନ ବିରହଜନିତ ବ୍ୟାକୁଳତା — Anxiety or agony of a separated lover