ବିରାଜି Birāji
- ସଂ. ବି (ବି=ପକ୍ଷୀ+ରାଜି=ସମୂହ) — ପକ୍ଷୀମାନେ; ପକ୍ଷୀ ସମୂହ — Birds; a flock or brood of birds
- ସଂ. ବି (ବି=ପକ୍ଷୀ+ରାଜି=ସମୂହ) — (ଉ—ବିରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ, ରାଜୀବ ରାଜୀବ— ନୟନା ତଥି ଖେଳା କରଇ। ଭଞ୍ଜ. ଲାବଣ୍ୟବତୀ।)
- ଦେ. ବି — ବିରାଦର (ଦେଖ) — Birādara (See)
- ଦେ. ବି — ସମୂହ — Multitude
- ଦେ. ବି — (ଉ—ବିଚି ବିରାଜିକୁ ଶିଖାଏ ସରିତ, ଧୂନିବାକୁ ବନ୍ଦୀ— ସମାଧି—ସଙ୍ଗୀତ। ଅଜୟଚନ୍ଦ୍ର ଶେଷ ବନ୍ଦୀ ଭାରତୀ।)