ବିରାଜମାନ ହେବା Birājamāna hebā
- ଦେ. କ୍ରି (ଦେବତା, ରାଜା ଓ ମାନ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୋଜ୍ୟ) — ବିଜେ କରିବା; ଉପସ୍ଥିତ ହେବା — To be present
- ଦେ. କ୍ରି (ଦେବତା, ରାଜା ଓ ମାନ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୋଜ୍ୟ) — ଉପବେଶନ କରିବା — To sit
- ଦେ. କ୍ରି (ଦେବତା, ରାଜା ଓ ମାନ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୋଜ୍ୟ) — ଯିବା — To go
- ଦେ. କ୍ରି (ଦେବତା, ରାଜା ଓ ମାନ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୋଜ୍ୟ) — ଆସିବା — To come
- ଦେ. କ୍ରି (ଦେବତା, ରାଜା ଓ ମାନ୍ୟ ବ୍ୟକ୍ତିଙ୍କ ପ୍ରତି ପ୍ରଯୋଜ୍ୟ) — [ଦ୍ର—ବିରାଜମାନ ସଂସ୍କୃତ ବିଶେଷଣ ପଦ ଅଟେ ଓ 'ବିରାଜମାନ ହେବା' ଶୁଦ୍ଧ ପ୍ରୟୋଗ ଅଟେ; କିନ୍ତୁ ଲୋକେ ବିରାଜମାନ କରିବା ଭୁଲରେ ବ୍ୟବହାର କରନ୍ତି।]