ବିରାଜିବା Birājibā

  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — ଆସିବା; ବିଜେ କରିବା — To come
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — (ଉ—ବିଜନ ସ୍ଥଳେ ସେ ବଳେ ବିରାଜିବ କ୍ଷଣରୁଚି ଉଚିତ ରେ। କବିସୂର୍ଯ୍ୟ କିଶୋରୀଚମ୍ପୂ ଠ ଗୀତ।)
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — ବିରାଜିତ ହେବା; ଝଟକିବା; ଶୋଭା ପାଇବା — To shine; to look grand
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — ଉପସ୍ଥିତ ହେବା — To appear; to be present
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — (ଉ—ବିରାଜି ବିରାଜି ଅଛନ୍ତ ମୀନ ଭକ୍ଷଣ ପାଇ। ଭଞ୍ଜ. ଲାବଣ୍ୟବତୀ।)
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — ବିଜେ କରିବା; ବସିବା — To be seated
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — [ଦ୍ର—ମୋ ଅଙ୍କେ ବିରାଜି ଖେଳିବାକୁ—କବିସୂର୍ଯ୍ୟ. ସଙ୍ଗୀତ।]
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — ବିଦ୍ଯମାନ ବା ଅବସ୍ଥିତ ହେବା — To exist
  • ଦେ. କ୍ରି (ସଂ. ବି+ରାଜ୍ ଧାତୁ) — [ଉ—ସୂର୍ପାରକେ ଜମଦଗ୍ନିଙ୍କ ବେଦୀ ଅଛି; ଅଶୋକତୀର୍ଥ ମଧ୍ୟ ତହିଁ ବିରାଜିଛି—କୃଷ୍ଣସିଂହ. ମହାଭାରତ. ବନ।]