ବିମଳ Bimaḻa

  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ନିର୍ମଳ — Clean; clear
  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ସ୍ୱଚ୍ଛ — Transparent
  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ପବିତ୍ର — Pure
  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ମନୋହର; ସୁନ୍ଦର — Beautiful; graceful; pleasant
  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ଶୁଭ୍ର — Bright; white
  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ନିଷ୍କଳଙ୍କ — Uncontaminated; stainless, immaculate; spotless
  • ସଂ. ବିଣ. (ବହୁବ୍ରୀହି; ବି+ମଳ) — ନିଷ୍ପାପ — Sinless
  • ସଂ. ବି — ପର୍ବତ ବିଶେଷ — Name of a mountain
  • ସଂ. ବି — ଜୈନ ମୁନି — Ja̲i̱na sage or anchorite
  • ସଂ. ବି — ରୂପା (ହି. ଶ.) — Silver
  • ସଂ. ବି — ସୈନ୍ଧବ ଲବଣ— (ହି. ଶ.) — Rock salt
  • ସଂ. ବି — ପଦ୍ମକାଷ୍ଠ (ହି. ଶ.) (ଦେଖ) — Padmakāshṭha. (See)