ବିମଳ ଚିତ୍ତ Bimaḻa chitta

  • ସଂ. ବି (କର୍ମଧା; ବିମଳ+ ଚିତ୍ତ) — ପବିତ୍ର ମନ — Pure mind
  • ସଂ ବିଣ. ପୁଂ (ବହୁବ୍ରୀହି) — ପବିତ୍ର ହୃଦୟ ବିଶିଷ୍ଟ — Of pure mind