ବିମର୍ଷ Bimarsha

  • ସଂ. ବି (ବି+ମୃଷ୍ ଧାତୁ=ସହିବା+ଭାବ. ଅ) — ଅସହନ; ଅକ୍ଷମା — Want of forgiveness or forbearance
  • ସଂ. ବି (ବି+ମୃଷ୍ ଧାତୁ=ସହିବା+ଭାବ. ଅ) — ଅସନ୍ତୋଷ — Dissatisfaction
  • ସଂ. ବି (ବି+ମୃଷ୍ ଧାତୁ=ସହିବା+ଭାବ. ଅ) — ଅଧୈର୍ଯ୍ଯ — Impatience
  • ସଂ. ବି (ବି+ମୃଷ୍ ଧାତୁ=ସହିବା+ଭାବ. ଅ) — ନାଟ୍ୟାଙ୍ଗ — A part of a drame
  • ଦେ. ବିଣ. (ସଂ. ବିମର୍ଷୀ) — ଦୁଃଖିତ; ବିଷଣ୍ଣ — Sorry; sad; dejected