ବିମର୍ଷଣ Bimarshaṇa

  • ସଂ. ବି. (ବି+ମୃଷ ଧାତୁ+ଭାବ. ଅନ) — ବିମର୍ଷ (ଦେଖ) — Bimarsha (See)
  • ସଂ. ବି. (ବି+ମୃଷ ଧାତୁ+ଭାବ. ଅନ) — ଅସନ୍ତୋଷ ଉତ୍ପାଦନ — Causing of discontent