ବିମର୍ଶ Bimarṡa
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ବିଶେଷ ବିବେଚନା — Careful consideration
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ବିତର୍କ — Reasoning; discussion
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ତଥ୍ୟାନୁସନ୍ଧାନ — Investigation
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ବିଚାର — Judgement
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ଯୁକ୍ତି ଦ୍ୱାରା ପରୀକ୍ଷାକରଣ — Examination by discussion
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ଅସନ୍ତୋଷ — Displeasure; dissatisfaction
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ଅଧୈର୍ଯ୍ଯ — Impatience
- ସଂ. ବି. (ବି+ମୃଶ୍ ଧାତୁ=ବିବେଚନା କରିବା+ଭାବ. ଅ) — ମନୋଦୁଃଖ — Mental misery; sadness; mental agony
- ଦେ. ବିଣ. (ସଂ. ବିମର୍ଶୀ) — ଦୁଃଖିତ; ବିଷର୍ଣ୍ଣ — Sorry; drooped down in spirits; agonised; sad