ବିପାକ Bipāka
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ଉତ୍ତମ ରୂପେ ରନ୍ଧନ — Good cooking
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ପରିପକ୍ୱତା; ପୂର୍ଣ୍ଣଦଶାପ୍ରାପ୍ତି — Ripeness; maturity
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ପରିଣାମ; ଫଳ — Result; consequence
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — କର୍ମର ବିପରୀତ ଫଳ; ବିପରିଣାମ — Contrary or untoward effect of an act
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ପୂର୍ବଜନ୍ମର କର୍ମର ଫଳ; କର୍ମ ଫଳ — The result of the action of one's previous existence
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ବିଡ଼ମ୍ବନା; ବିପଦ୍; ଦୁର୍ଗତି; ଦୁର୍ଭାଗ୍ୟ — Distress; calamity; evil luck; misfortune
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ସ୍ୱାଦ — Taste; flavour
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ପରିପାକ; ଖାଦ୍ୟ ଦ୍ରବ୍ୟ ଜୀର୍ଣ୍ଣ ହେବା — Digestion of food
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ଭୋଗ — Enjoyment
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ଅବସ୍ଥାର ପରିବର୍ତ୍ତନ — Change of state (Apte)
- ସଂ. ବି. (ବି+ପଚ୍ ଧାତୁ=ପାକ କରିବା+ଭାବ. ଅ) — ଦୁର୍ଘଟଣା — Mishap
- ଦେ. ବି — ଅଜୀର୍ଣ୍ଣ; ଖାଦ୍ୟ ଦ୍ରବ୍ୟ ଉତ୍ତମ ରୂପେ ଜୀର୍ଣ୍ଣ ନ ହେବା ଅବସ୍ଥା — Indigestion