ବିପାଟନ Bipāṭana

  • ସଂ. ବି. (ବି+ପଟ୍ ଧାତୁ+ଭାବ. ଅନ) — ଭେଦନ — Piercing
  • ସଂ. ବି. (ବି+ପଟ୍ ଧାତୁ+ଭାବ. ଅନ) — ଖୋଳିବା (ହି. ଶ.) — Digging
  • ସଂ. ବି. (ବି+ପଟ୍ ଧାତୁ+ଭାବ. ଅନ) — ଉତ୍ପାଟନ (ହି. ଶବ୍ଦସାଗର) — Uprooting