ବିପଶ୍ଚିତ୍ Bipaṡchit

  • ସଂ. ବି. (ବି+ପ୍ର+ଚି ଧାତୁ=ସଂଗ୍ରହ କରିବା+କର୍ତ୍ତୃ. କ୍ୱିପ୍; ନିପାତନ; ଯେ ଅତି କଠିନ ବିଦ୍ୟାକୁ ସଂଗ୍ରହ କରେ) — ପଣ୍ଡିତ; ବିଜ୍ଞ; ବିଦ୍ୱାନ୍ ବ୍ୟକ୍ତି — A learned person; philosopher