ବିପର୍ଯ୍ୟୟ Biparj̄yaya
- ସଂ. ବି. (ବି+ପରି+ଇ ଧାତୁ+ଭାବ. ଅ) — ବୈପରୀତ୍ୟ — Contrariety
- ସଂ. ବି. (ବି+ପରି+ଇ ଧାତୁ+ଭାବ. ଅ) — ବ୍ୟତିକ୍ରମ; ଓଲଟା; ଓଲଟ ପାଲଟ — Inversion; reversion
- ସଂ. ବି. (ବି+ପରି+ଇ ଧାତୁ+ଭାବ. ଅ) — ବିନାଶ — Destruction
- ସଂ. ବି. (ବି+ପରି+ଇ ଧାତୁ+ଭାବ. ଅ) — ଦୁଇ ବସ୍ତୁର ଅନ୍ୟୋଽନ୍ୟରେ ସ୍ଥାନ ପରିବର୍ତ୍ତନ — Mutual change of places between two things