ବିପର୍ଯ୍ୟାସ Biparj̄yāsa
- ସଂ. ବି. (ବି+ପରି+ଅସ୍ ଧାତୁ+ଭାବ. ଅ) — ବ୍ୟତିକ୍ରମ — Inversion
- ସଂ. ବି. (ବି+ପରି+ଅସ୍ ଧାତୁ+ଭାବ. ଅ) — ବୈପରୀତ୍ୟ — Contrariety; opposition
- ସଂ. ବି. (ବି+ପରି+ଅସ୍ ଧାତୁ+ଭାବ. ଅ) — ଛତ୍ରଭଙ୍ଗ — Rout of an army
- ସଂ. ବି. (ବି+ପରି+ଅସ୍ ଧାତୁ+ଭାବ. ଅ) — କାଳ୍ପନିକ ବିଷୟର ଅସ୍ତିତ୍ୱ ସ୍ୱୀକାର — False assumption; assuming the existence of an unreal substance
- ସଂ. ବି. (ବି+ପରି+ଅସ୍ ଧାତୁ+ଭାବ. ଅ) — ପରସ୍ପର ସ୍ଥାନ ପରିବର୍ତ୍ତନ — Mutual change of places