ବିନିଗଡ଼ Binigaṟḍ̠a

  • ସଂ. ବିଣ (ବି=ବିଗତ+ନିଗଡ଼) — ଶୃଙ୍ଖଳହୀନ — Unfettered
  • ସଂ. ବିଣ (ବି=ବିଗତ+ନିଗଡ଼) — ଅନିୟନ୍ତ୍ରିତ — Unrestrained
  • ସଂ. ବିଣ (ବି=ବିଗତ+ନିଗଡ଼) — ସ୍ୱାଧୀନ — Free (Apte)