ବିନିଗମନ Binigamana
- ସଂ. ବି (ବି+ନି+ଗମ୍ ଧାତୁ ଣିଚ୍+ଭାବ. ଅନ; ସ୍ତ୍ରୀ. ଆ) — ବ୍ଯବଚ୍ଛେଦନ — The cutting of a thing into parts
- ସଂ. ବି (ବି+ନି+ଗମ୍ ଧାତୁ ଣିଚ୍+ଭାବ. ଅନ; ସ୍ତ୍ରୀ. ଆ) — (+କରଣ ଅନ) ନିଶ୍ଚୟୋପାୟ — Sure way; sure means
- ସଂ. ବି (ବି+ନି+ଗମ୍ ଧାତୁ ଣିଚ୍+ଭାବ. ଅନ; ସ୍ତ୍ରୀ. ଆ) — ମୀମାଂସା — Decision
- ସଂ. ବି (ବି+ନି+ଗମ୍ ଧାତୁ ଣିଚ୍+ଭାବ. ଅନ; ସ୍ତ୍ରୀ. ଆ) — କୌଣସି ସିଦ୍ଧାନ୍ତରେ ଉପସ୍ଥିତ ହେବାର କାରଣ — Reasons leading to a decision